Close Menu
Bihar Jharkhand News NetworkBihar Jharkhand News Network
  • बड़ी खबरें
  • देश-विदेश
  • बिहार
  • झारखंड
  • ओडिशा
  • राजनीति
  • कारोबार
  • खेल-जगत
  • मनोरंजन
  • ज्योतिषी
  • कैरियर
  • युवा जगत
  • विशेष
  • शिक्षा-जगत
  • साक्षात्कार
  • साहित्य
  • स्वास्थ्य
  • अपराध
Facebook X (Twitter) Instagram
Bihar Jharkhand News NetworkBihar Jharkhand News Network
Facebook X (Twitter) Instagram
  • होम
  • देश-विदेश
  • बिहार
    • पटना
    • दंरभगा
    • भागलपुर
    • मधुबनी
    • मधेपुरा
    • शेखपुरा
    • सहरसा
    • सुपौल
    • अररिया
    • अरवल
    • औरंगाबाद
    • कटिहार
    • किशनगंज
    • कैमुर
    • खगड़िया
    • गया
    • गोपालगंज
    • जमुई
    • जहानाबाद
    • नवादा
    • नालंदा
    • पश्चिम चंपारण
    • पूर्णियां
    • पूर्वी चंपारण
    • बक्सर
    • बाँका
    • भोजपुर
    • मधेपुरा
    • मुंगेर
    • मुजफ्फरपुर
    • रोहतास
    • लखीसराय
    • वैशाली
    • शिवहर
    • शेखपुरा
    • समस्तीपुर
    • सहरसा
    • सारन
    • सीतामढी
    • सीवान
  • झारखंड
    • रांची
    • जमशेदपुर
    • हजारीबाग
    • कोडरमा
    • दुमका
    • सरायकेला-खरसांवा
    • चतरा
    • गढ़वा
    • पलामू
    • लातेहार
    • खुंटी
    • गिरीडीह
    • गुमला
    • गोड्डा
    • चाईबासा
    • जामताड़ा
    • देवघर
    • धनबाद
    • पाकुड़
    • रामगढ
  • ओडिशा
    • रायगडा
    • संबलपुर
    • सुंदरगढ़
    • सुबर्णपुर
    • जगतसिंहपुर
    • जाजपुर
    • झारसुगुडा
    • ढेंकनाल
    • देवगढ़
    • नबरंगपुर
    • नयागढ़
    • नुआपाड़ा
    • पुरी
    • बरगढ़
    • बलांगीर
    • बालासोर
    • बौद्ध
    • भद्रक
    • मयूरभंज
    • मलकानगिरी
  • राजनीति
  • विशेष
  • युवा जगत
  • स्वास्थ्य
  • अन्य
    • साक्षात्कार
    • मनोरंजन
    • खेल-जगत
Bihar Jharkhand News NetworkBihar Jharkhand News Network
  • बड़ी खबरें
  • देश-विदेश
  • बिहार
  • झारखंड
  • ओडिशा
  • राजनीति
  • कारोबार
  • खेल-जगत
  • मनोरंजन
  • ज्योतिषी
  • कैरियर
  • युवा जगत
  • विशेष
  • शिक्षा-जगत
  • साक्षात्कार
  • साहित्य
  • स्वास्थ्य
  • अपराध
Home » Indian Railways IRCTC : ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:
Top Stories

Indian Railways IRCTC : ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:

BJNN DeskBy BJNN DeskApril 13, 2025No Comments3 Mins Read
Facebook Twitter Telegram WhatsApp Copy Link
Share
Facebook Twitter LinkedIn Pinterest Email Telegram WhatsApp Copy Link

ଭୁବନେଶ୍ୱର,

ବୁଢାପଙ୍କ-ଶାଳଗାଁ 3ୟ ଏବଂ 4ର୍ଥ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନରେ ହିନ୍ଦୋଳ ରୋଡ଼ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ 27.28 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ମେରାମଣ୍ଡଳୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ଲିଙ୍କିଂ ଏବଂ ନନ-ଇଣ୍ଟରଲକିଙ୍ଗ ଜନିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି |

ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, ନିର୍ମାଣ କାର୍ଯ୍ୟଗୁଡିକର ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ ସେବାକୁ ସାମୟିକ ଭାବରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି | ଅନେକ ଟ୍ରେନ୍ ଏପ୍ରିଲ୍ 2025 ର 13 ରୁ 24 ତାରିଖ ମଧ୍ୟରେ ନିର୍ଧାରିତ ଦିନମାନଙ୍କରେ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରିବ | ଟ୍ରେନ ଯାତ୍ରୀ ମାନଙ୍କର ଅସୁବିଧାକୁ ହ୍ରାସ କରିବାର ମୂଳ ଲକ୍ଷ୍ୟ ସହିତ ଏହି ପରିବର୍ତ୍ତନ କରାଯାଇଛି |

ଟ୍ରେନ୍ ସେବା ବାତିଲ୍ |

ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ନିମ୍ନଲିଖିତ ଟ୍ରେନଗୁଡିକ ବାତିଲ ହେବ:

* 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍ |
o ଭୁବନେଶ୍ୱରରୁ ବାତିଲ: 13 ଏପ୍ରିଲରୁ 23 ଏପ୍ରିଲ |
o ଧାନବାଦ୍ ରୁ ବାତିଲ: 14 ଏପ୍ରିଲରୁ 24 ଏପ୍ରିଲ |

* 18422/18421 ସୋନପୁର-ପୁରୀ-ସୋନପୁର ଏକ୍ସପ୍ରେସ |
o ସୋନପୁରରୁ ବାତିଲ: 18 ଏପ୍ରିଲ |
o ପୁରୀରୁ ବାତିଲ: 17 ଏପ୍ରିଲ |

* 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ |
o ପୁରୀରୁ ବାତିଲ: 16 ଏପ୍ରିଲ |
o ଯୋଧପୁରରୁ ବାତିଲ: 19 ଏପ୍ରିଲ |

* 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ |
o ରାଉରକେଲା ରୁ ବାତିଲ: 13 ଏପ୍ରିଲରୁ 23 ଏପ୍ରିଲ |
o ପୁରୀରୁ ବାତିଲ: 14 ଏପ୍ରିଲରୁ 24 ଏପ୍ରିଲ |

* 12145/12146 ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ |
o ଏଲଟିଟି ରୁ ବାତିଲ୍: 13 ଏପ୍ରିଲ୍ |
o ପୁରୀରୁ ବାତିଲ: 15 ଏପ୍ରିଲ |

* 12993/12994 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍ |
o ଗାନ୍ଧୀଧାମରୁ ବାତିଲ: 18 ଏପ୍ରିଲ |
o ପୁରୀରୁ ବାତିଲ୍: 21 ଏପ୍ରିଲ୍ |

* 22805/22806 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ |
o ଭୁବନେଶ୍ୱରରୁ ବାତିଲ: 12 ଓ 19 ଏପ୍ରିଲ |
o ଆନନ୍ଦ ବିହାରରୁ ବାତିଲ: 14 ଓ 21 ଏପ୍ରିଲ |

* 20917/20918 ଇନ୍ଦୋର-ପୁରୀ-ଇନ୍ଦୋର ଏକ୍ସପ୍ରେସ |
o ଇନ୍ଦୋରରୁ ବାତିଲ୍: 15 ଏବଂ 22 ଏପ୍ରିଲ୍ |
o ପୁରୀରୁ ବାତିଲ୍: 17 ଏବଂ 24 ଏପ୍ରିଲ୍ |

* 18117/18118 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ |
o ରାଉରକେଲା ରୁ ବାତିଲ୍: 14 ଏପ୍ରିଲ୍ ରୁ 22 ଏପ୍ରିଲ୍ |
o ଗୁଣୁପୁରରୁ ବାତିଲ: 15 ଏପ୍ରିଲରୁ 23 ଏପ୍ରିଲ |

* 20832/20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ |
o ସମ୍ବଲପୁରରୁ ବାତିଲ: 15, 17, 20 ଏବଂ 22 ଏପ୍ରିଲ |
o ଶାଲିମାରରୁ ବାତିଲ୍: 16, 18, 21 ଏବଂ 23 ଏପ୍ରିଲ |

* 20804/20803 ସମ୍ବଲପୁର-ଶାଲିମାର-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ |
o ସମ୍ବଲପୁରରୁ ବାତିଲ: 18 ଏପ୍ରିଲ |
o ଶାଲିମାରରୁ ବାତିଲ: 19 ଏପ୍ରିଲ |

ଟ୍ରେନ୍ ସେବାଗୁଡିକର ମାର୍ଗ ପରିବର୍ତ୍ତନ |

ନିମ୍ନଲିଖିତ ଟ୍ରେନ୍ ଗୁଡିକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ :

17 ଏବଂ 21 ଏପ୍ରିଲ 2025 ରେ ଭୁବନେଶ୍ୱରରୁ 12880 ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ; 22 ଏପ୍ରିଲ, 2025 ରେ ପୁରୀରୁ 22866 ପୁରୀ-ଏଲଟିଟି ଏକ୍ସପ୍ରେସ ଏବଂ 20472 ପୁରୀ-ଲାଲଗଡ଼ (ବିକାନେର) ଏକ୍ସପ୍ରେସ ପୁରୀରୁ 16 ଏପ୍ରିଲ, ୧୨୮୭୯ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ ଏଲଟିଟିରୁ 17 ଏପ୍ରିଲ, ୨୦୪୭୧ ଲାଲଗଡ଼-ପୁରୀ ଏକ୍ସପ୍ରେସ ଲାଲଗଡ଼ରୁ 22 ଏପ୍ରିଲ ଦିନ ମାର୍ଗ ପରିବର୍ତ୍ତନ କରି ଭାୟା ଝାରସୁଗୁଡା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ଦେଇ ଚଳାଚଳ କରିବ |

20807/20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 16, 19 ଓ 20 ଏପ୍ରିଲ, 2025 ରେ ଏବଂ ବିଶାଖାପାଟନମରୁ 18, 19 ଓ 22 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଝାରସୁଗୁଡା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ |

20823 ପୁରୀ-ଆଜମେର ଏକ୍ସପ୍ରେସ ପୁରୀରୁ 17 ଏବଂ 21 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଭାୟା ଖୋର୍ଦ୍ଧା ରୋଡ-ବିଜୟନଗରମ-ଟିଟିଲାଗଡ-ଲାଖୋଲି ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ |

20824 ଆଜମେର-ପୁରୀ ଏକ୍ସପ୍ରେସ ଆଜମେରରୁ 15 ଏବଂ 17 ଏପ୍ରିଲରେ; 22828 ସୁରଟ-ପୁରୀ ଏକ୍ସପ୍ରେସ ସୁରଟରୁ 15 ଏପ୍ରିଲରେ; 20861/20862 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ 16 ଏପ୍ରିଲରେ ପୁରୀରୁ ଏବଂ 18 ଏପ୍ରିଲ, 2025 ରେ ଅହମ୍ମଦାବାଦରୁ; 22827 ପୁରୀ-ସୁରଟ ଏକ୍ସପ୍ରେସ ପୁରୀରୁ 20 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଭାୟା ଖୋର୍ଦ୍ଧା ରୋଡ-ବିଜୟନଗରମ-ଟିଟିଲାଗଡ ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ |

22909/22910 ଭାଲସାଡ-ପୁରୀ-ଭାଲସାଡ ଏକ୍ସପ୍ରେସ 17 ଏପ୍ରିଲରେ ଭାଲସାଡରୁ ଏବଂ ପୁରୀରୁ 20 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଭାୟା ଇବ, ଝାରସୁଗୁଡା-ରାଉରକେଲା-ଜାରୋଲି-ଜଖପୁରା ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ |

ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ରେଳ ୱେବସାଇଟ୍, ଷ୍ଟେସନ୍ କିମ୍ବା ହେଲ୍ପଲାଇନ ମାଧ୍ୟମରେ ସେମାନଙ୍କ ଟ୍ରେନ୍ ସେବା ବିଷୟରେ ଅବଗତ ରହିବାକୁ ଅନୁରୋଧ କରିଛି । ଯାତ୍ରୀମାନେ ସେମାନଙ୍କର ଯାତ୍ରା ସୁନିଶ୍ଚିତ କରିବାକୁ ଯାତ୍ରା ତାରିଖ ପୂର୍ବରୁ ଟ୍ରେନ୍ କାର୍ଯ୍ୟସୂଚୀ ଏବଂ ମାର୍ଗ ପରିବର୍ତ୍ତନ ରୁଟ୍ ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରିଛି |

ଏହି ଆବଶ୍ୟକୀୟ ନିରାପତ୍ତା ଏବଂ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଘଟୁଥିବା ଅସୁବିଧାକୁ ଭାରତୀୟ ରେଳ ଦୁଖାପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ସହଯୋଗ କାମନା କରୁଛି |

Share. Facebook Twitter Pinterest LinkedIn Tumblr Email Telegram WhatsApp Copy Link

Related Posts

JAMSHEDPUR NEWS : बिष्टुपुर सत्यनारायण मारवाड़ी मंदिर में भागवत कथा 13 से 19 अगस्त तक

August 13, 2025

AAJ KA RASIFAL :13 अगस्त 2025 बुधवार के पंचांग और राशिफल जानें पं कुंतलेश पाण्डेय की जुबानी

August 13, 2025

JAMSHEDPUR NEWS : मानगो की पेयजल, कचरा निस्तारण और जल निकासी की समस्या एक माह में दुरुस्त करें

August 12, 2025
Facebook X (Twitter) Pinterest Instagram YouTube Telegram WhatsApp
© 2025 BJNN. Designed by Launching Press.
  • Privacy Policy
  • Terms
  • Accessibility

Type above and press Enter to search. Press Esc to cancel.